Contact us

ଭିତରର ପୀଡାକୁ Heal କରନ୍ତୁ। ଆପଣଙ୍କ ନୂଆ ଶାନ୍ତିମୟ ଜୀବନକୁ ସ୍ୱାଗତ କରନ୍ତୁ।

Health, Relationship, Career ଓ Money ସମସ୍ୟାକୁ Ho’oponopono–EFT Healing ଦ୍ୱାରା ମୂଳରୁ ଦୂର କରନ୍ତୁ।
Odia Professionals (40–55) ପାଇଁ ତିଆରି ଏକ ସମ୍ପୂର୍ଣ୍ଣ Emotional Freedom System।
.

Course period access
Refund details
Enrolled number

Meet your Healer

ମୁଁ ସୁଶାନ୍ତ, ପ୍ରେମର ସହିତ “Odia Healer” ଭାବେ ପରିଚିତ—ଏକ Certified International Ho’oponopono & EFT Healer, ଏବଂ Healing Through Ho’oponopono ପୁସ୍ତକର ଲେଖକ। Emotional pain, stress, BP anxiety, relationship conflict, overthinking, guilt ଓ inner emptiness—ଏସବୁରେ ଅଟକି ପଡ଼ିଥିବା ଓଡ଼ିଆମାନଙ୍କୁ ମୂଳରୁ ହିଲ୍ କରି ସନ୍ତୁଳିତ, ଶାନ୍ତିମୟ ଓ ସଶକ୍ତ ଜୀବନ ଦେବା ହେଉଛି ମୋର ଦାୟିତ୍ୱ ଏବଂ ମୋର ଧର୍ମ।

 ମୋର ମିଶନ୍ ହେଉଛି—୨୦୩୬ ପୂର୍ବରୁ ୪୦–୫୫ ବୟସର 1 ଲକ୍ଷ ଓଡ଼ିଆ Professionals ଏବଂ Entrepreneursଙ୍କୁ Health, Relationship, Career ଓ Money ରେ ଭିତରୁ ଏବଂ ସ୍ଥାୟୀ ପରିବର୍ତ୍ତନ ଦେବା। ଓଡିଶା 100 ବର୍ଷରେ ପଦାର୍ପଣ କରିବାବେଳେ—ଏକ Healthy, Happy & Prosperous Odisha ନିର୍ମାଣ କରିବା ମୋର ହୃଦୟର ସପନା ଏବଂ ଆପଣଙ୍କ ସହିତ ଏହି Healing Journey ତାହାର ଆରମ୍ଭ।

ଆମେ କିପରି ଆପଣଙ୍କ ଜୀବନର ମୂଳ ସମସ୍ୟାକୁ ମୂଳରୁ ହିଲ୍ କରୁ

1. Chronic Stress, BP & Anxiety

ପ୍ରତିଦିନ ମନରେ ଚାପ, BP spikes, ଭୟ, panic, overthinking… ଏହା ମନ ଓ ଦେହ ଉଭୟକୁ କ୍ଳାନ୍ତ କରିଦେଉଥାଏ।
ଆମର ସମାଧାନ: Ho’oponopono–EFT ଦ୍ୱାରା emotional detox, stress-pattern release, deep calming।
ଫଳାଫଳ: Stable BP, calm mind, anxiety drop, peaceful sleep।

2. Marriage & Family Conflicts

ଘରୋଇ misunderstanding, silent distance, arguments ଓ ଭାବନାର ଦୂରତା—ଦିନକୁ ଦିନ ମନର ଶାନ୍ତିକୁ ନଷ୍ଟ କରିଦେଉଥାଏ।
ଆମର ସମାଧାନ: Relationship healing, forgiveness process, emotional trigger release।
ଫଳାଫଳ: ସମ୍ମାନ, ବୁଝାପଡ଼ା, ପ୍ରେମ ଓ ଶାନ୍ତି ପୁନଃ ଫେରିଆସେ।

3. Career Confusion, Low Confidence & Feeling Stuck

କାମ କରିବାକୁ ଇଚ୍ଛା ରହିଲେ ମଧ୍ୟ ମନ୍ ଏକାଗ୍ର ହେଉନାହିଁ; self-doubt, fear ଓ mental blocks ଆଗକୁ ବଢ଼ିବାକୁ ଅଟକାଇଦେଉଛି।
ଆମର ସମାଧାନ: Identity healing, confidence activation, career clarity release।
ଫଳାଫଳ: ସ୍ପଷ୍ଟ ଦିଗ, courage, focus, ଏବଂ କାମରେ consistency।

4. Money Stress, Guilt & Scarcity

ଅର୍ଥ ଆସେ—କିନ୍ତୁ ରହେନାହିଁ। ଭବିଷ୍ୟତ୍ ନେଇ ଭୟ, guilt ଏବଂ scarcity mindset ମନକୁ ଦଖଳ କରିଦେଉଥାଏ।
ଆମର ସମାଧାନ: Money-energy healing, abundance programming, guilt-release।
ଫଳାଫଳ: financial confidence, stability, abundance flow।

5. Emotional Burden & Inner Emptiness

ଲୋକଙ୍କ ଆଗରେ ହସୁଛନ୍ତି—କିନ୍ତୁ ଭିତରେ ଖାଲିପନା, loneliness, sadness, and emotional overload ଆପଣଙ୍କୁ ନିଜେ ନିଜରୁ ଦୂର କରିଦେଉଛି।
ଆମର ସମାଧାନ: Inner child healing, memory cleansing, trauma-release, self-love activation।
ଫଳାଫଳ: ହାଲୁକା ମନ, emotional freedom, ଭିତରୁ ଶାନ୍ତି ଓ ସ୍ୱୟଂପ୍ରେମ।

Explore Our Membership